ଦୁଗୁଣା Duguṇā

  • ଦେ. ବି. (ସଂ. ଦ୍ୱିଗୁଣିତ) — ଡଙ୍ଗା ଉପରେ ଆଡ଼ବାଗରେ ଦିଆ ଯାଇଥିବା କାଠ ଖଣ୍ଡମାନ — The beams laid across the edges of a boat
  • ଦେ. ବି. (ସଂ. ଦ୍ୱିଗୁଣିତ) — ଦୁଇଗୁଣ — Two times; twice as much
  • ଦେ. ବିଣ — ଦ୍ୱିଗୁଣିତ — Double