ଦୁଃଖହର Duḥkhahara

  • ସଂ. ବିଣ. ପୁଂ—(ଦୁଃଖ+ହୃ ଧାତୁ+କର୍ତ୍ତୃ ଅ; ଉପପଦ ତତ୍ପୁରୁଷ) ଦୁଃଖନାଶକ; ଯାହା ଦୁଃଖ ହରଣ କରେ — Which lightens sorrow; which lessens miseries