ଦୀପପେଲା Dīpapelā
- ଦେ. ବଣ — (ଲକ୍ଷଣାର୍ଥ) ଖୋସାମତିଆ (ବ୍ଯକ୍ତି) — Flattering (person)
- ଦେ. ବଣ — ପର ଗାଈଦୁହାଁ ଦୀପପେଲା, ଏ ଲୋକ ଜୀଇଁ ଥାଉଁ ଥାଉଁ ମଲା—ଢଗ।
- ଦେ. ବଣ — ଯେଉଁ ବ୍ଯକ୍ତି ଅତି ହୀନଭାବରେ ଅନ୍ଯ ବ୍ଯକ୍ତିର କଥା ଓ କର୍ମମାନ ଅନୁମୋଦନ କରେ — Slavishly subservient
- ବି — ଦୀପର ଶିଖାକୁ ପ୍ରଖର କରିବାପାଇଁ ଦୀପରେ ପଡ଼ି— ଥିବା ବଳିତାକୁ ତେଜିବା; ଦୀପତେଜିବା — Trimming of a lamp
- ବି — ଯେଉଁ କାଠିଦ୍ୱାରା ଦୀପ ତେଜାଯାଏ — Stick or pick used in trimming the wick of a lamp
- ବି — (ଲକ୍ଷଣାର୍ଥ) ଅନ୍ଯ ବ୍ଯକ୍ତିର ସବୁ କାର୍ଯ୍ୟରେ ଅନୁମୋଦନ — (figurative) Alavishly following or approving of a person's acts and words