ଦିଶହରା Diṡaharā

  • ଦେ. ବିଣ (ସଂ. ଦିଶା+ହୃ ଧାତୁ) — କିଂକର୍ତ୍ତବ୍ଯବିମୂଢ଼; ବୁଦ୍ଧିଭ୍ରଷ୍ଟ — Perplexed; confounded bewildered;
  • ଦେ. ବିଣ (ସଂ. ଦିଶା+ହୃ ଧାତୁ) — ଦିଗ୍ଭ୍ରାନ୍ତ; ଯେ ଦିଗ ବାରିପାରେ ନାହିଁ — At a loss to distinguish the directions or points of the compass