ଦିନ ମୁଖ Dinamukha

  • ସଂ. ବି. (ଦିନ+ମୁଖ. 6 ଷ୍ଠୀ. ତତ୍) — ପ୍ରାତଃକାଳ; ପ୍ରଭାତ; ପ୍ରତ୍ୟୁଷ — Early morning; day break; dawn
  • ସଂ. ବି. (ଦିନ+ମୁଖ. 6 ଷ୍ଠୀ. ତତ୍) — ସୂର୍ଯ୍ୟ (ଜ୍ଞାନେନ୍ଦ୍ର) — The Sun
  • ସଂ. ବି. (ଦିନ+ମୁଖ. 6 ଷ୍ଠୀ. ତତ୍) — ପୂର୍ବାଦି; ଉଦୟାଚଳ — The mythological mountain in the east from behind which the sun rises