ଦାୟାଗତ Dāyāgata
- ସଂ. ବିଣ ( 3 ୟା ତତ୍; କିମ୍ବା 7 ମୀ ତତ୍; ଦାୟ+ଆଗତ) — ମଉରସି ହିସ୍ସାରେ ପଡ଼ିବା (ସମ୍ପତ୍ତି) — (property) Inherited
- ସଂ. ବି — (ହିନ୍ଦୁ ସ୍ମୃତି)—ଯେଉଁ ଦାସ ଦାୟ ବା ପୈତୃକ ସମ୍ପତ୍ତି— ରୂପେ ମିଳିଅଛି (ହି. ଶବ୍ଦସାଗର) — (Hindu Law) A slave of which a person has become the owner by inheritance
- ସଂ. ବି — [ଦ୍ର—ହିନ୍ଦୁ ସ୍ମୁତିଲିଖିତ 15 ଶ୍ରେଣୀର ଦାସ ମଧ୍ୟରୁ ଏ ଦାସ ଏକତମ।] — [ଦ୍ର—ହିନ୍ଦୁ ସ୍ମୁତିଲିଖିତ15ଶ୍ରେଣୀର ଦାସ ମଧ୍ୟରୁ ଏ ଦାସ ଏକତମ]