ଦାମୁଡ଼ି Dāmuṟḍ̠i
- ଦେ. ବି — (ସଂ. ଦମ୍ୟ) ଚ୍ଛିନ୍ନମୁଷ୍କ ଶିଶୁ ବୃଷ; ଯୁବା ବଳଦ — Young bullock; steer
- ଦେ. ବି — (ସଂ. ଦ୍ରମ୍ମ=ଧନ, ଅର୍ଥ — Fallon;ସଂ. ଦ୍ରବିଣ=ଧନ ହି. ଶବ୍ଦସାଗର) ପଇସାର ଏକଚତୁର୍ଥାଂଶ; ଏକ ଛଦାମ; ପାଞ୍ଚଗଣ୍ଡା କଉଡ଼ି—. 1/4 of a pice; 0 cowri-shells
- ପ୍ରାଦେ. (ଗଞ୍ଜାମ) ବି — ପାହୁଲା; ପଇସାର ଏକତୃତୀୟାଂଶ — One third of a piece; one pie
- ପ୍ରାଦେ. (ଗଞ୍ଜାମ) ବି — ପିଲା ବାଛୁରୀ (ନନ୍ଦେ) — A calf
- (ସମ୍ବଲପୁର) ବି — ଛଡ଼ା; ପ୍ରସବ କରି ନ ଥିବା ମାଈ ଗୋରୁ — A heifer; a young cow that has not had calf