ଦାନ୍ଦର Dāndara
- ପ୍ରାଦେ (ଗଡ଼ଜାତ) ବି — ବାଉଁଶର ମୋଟ ପାତିଆ ଦ୍ୱାରା ବୁଣା ଯାଇଥିବା ବଡ଼ ଖଇଞ୍ଚି — A kind of big fishing basket with a net attached across the mouth to catch fish in flowing water
- ପ୍ରାଦେ (ଗଡ଼ଜାତ) ବି — [ଦ୍ର—ଏହାର ମୁହଁରେ ଜାଲ ଘେରା ହୋଇ ଜାଲ ମଝିରେ ଗୋଟିଏ ଛିଦ୍ର ଥାଏ। ମୁହଁର ବ୍ୟାସ 2 ୳ ହାତ ପର୍ଯ୍ୟନ୍ତ ହୁଏ। ସ୍ରୋତ ବୋହୁଥିବା ସ୍ଥାନରେ ଏହାକୁ ବସାଇଲେ ଏଥିରେ ଛୋଟ ମାଛ ଧରାପଡ଼ି ଜାଲ ଭିତର କଣା ବାଟେ ଦାନ୍ଦରର ଗର୍ଭକୁ ପଶିଯାଇ ଆଉ ବାହାରି ପାରନ୍ତି ନାହିଁ।] — [ଦ୍ର—ଏହାର ମୁହଁରେ ଜାଲ ଘେରା ହୋଇ ଜାଲ ମଝିରେ ଗୋଟିଏ ଛିଦ୍ର ଥାଏ ମୁହଁର ବ୍ୟାସ2୳ ହାତ ପର୍ଯ୍ୟନ୍ତ ହୁଏ ସ୍ରୋତ ବୋହୁଥିବା ସ୍ଥାନରେ ଏହାକୁ ବସାଇଲେ ଏଥିରେ ଛୋଟ ମାଛ ଧରାପଡ଼ି ଜାଲ ଭିତର କଣା ବାଟେ ଦାନ୍ଦରର ଗର୍ଭକୁ ପଶିଯାଇ ଆଉ ବାହାରି ପାରନ୍ତି ନାହିଁ]