ଦାଣ୍ଡି Dāṇḍi

  • ଦେ. ବି. (ସଂ. ଦଣ୍ଡରୁ) — ଧାଡ଼ି; ଶ୍ରେଣୀ — Row
  • ଦେ. ବି. (ସଂ. ଦଣ୍ଡରୁ) — ଶାଖାରାସ୍ତା; ବଡ଼ ରାସ୍ତାରୁ ବାହାରିଥିବା ସାନ ରାସ୍ତା — A bye-road; bye-lane
  • ଦେ. ବି. (ସଂ. ଦଣ୍ଡରୁ) — ଲମ୍ବ ସିଧା ବାଟ — A long straight road or path
  • ଦେ. ବି. (ସଂ. ଦଣ୍ଡରୁ) — ଶଗଡ଼ର ସରି — Cart-track
  • ଦେ. ବି. (ସଂ. ଦଣ୍ଡରୁ) — ପଦ୍ଯ ଅକ୍ଷରର ସମତା ନ ଥାଇ ମିତ୍ରାକ୍ଷରବିଶିଷ୍ଟ ପ୍ରାଚୀନ ଓଡ଼ିଆ ପଦ୍ଯ — A class of classic Oria poetical composition
  • ଦେ. ବି. (ସଂ. ଦଣ୍ଡରୁ) — [ଦ୍ର—ଏହି ବୃତ୍ତର ଭଭୟ ଧାଡ଼ିରେ ସମସଂଖ୍ୟକ ଅକ୍ଷର ନ ଥାଏ । ଏକ ଏକ ଧାଡ଼ିରେ 14/15/16/17/18/19/20 ପର୍ଯ୍ୟନ୍ତ ଅକ୍ଷର ଥାଏ । ଶାରଳାଦାସଙ୍କ ମହାଭାରତ, ବଳରାମ ଦାସଙ୍କ ରାମାୟଣ ଆଦି ଅନେକ ପ୍ରାଚୀନ ଓଡ଼ିଆ ପଦ୍ଯ ଗ୍ରନ୍ଥ ଦାଣ୍ଡି ବୃତ୍ତରେ ରଚିତ; ପ୍ରତ୍ୟେକ ଦୁଇ ଧାଡ଼ିର ଶେଷ ବର୍ଣ୍ଣର ମେଳ ଥାଏ । ମିତ୍ରାକ୍ଷରକୁ ଦୃଷ୍ଟି ରଖି ଏହା ବୋଲିବାକୁ ହୁଏ ।] — [ଦ୍ର—ଏହି ବୃତ୍ତର ଭଭୟ ଧାଡ଼ିରେ ସମସଂଖ୍ୟକ ଅକ୍ଷର ନ ଥାଏ ଏକ ଏକ ଧାଡ଼ିରେ14/15/16/17/18/19/20ପର୍ଯ୍ୟନ୍ତ ଅକ୍ଷର ଥାଏ ଶାରଳାଦାସଙ୍କ ମହାଭାରତ, ବଳରାମ ଦାସଙ୍କ ରାମାୟଣ ଆଦି ଅନେକ ପ୍ରାଚୀନ ଓଡ଼ିଆ ପଦ୍ଯ ଗ୍ରନ୍ଥ ଦାଣ୍ଡି ବୃତ୍ତରେ ରଚିତ; ପ୍ରତ୍ୟେକ ଦୁଇ ଧାଡ଼ିର ଶେଷ ବର୍ଣ୍ଣର ମେଳ ଥାଏ ମିତ୍ରାକ୍ଷରକୁ ଦୃଷ୍ଟି ରଖି ଏହା ବୋଲିବାକୁ ହୁଏ ]
  • ଦେ. ବି. (ସଂ. ଦଣ୍ଡରୁ) — ପାହାଡ଼ିଆ ଅଞ୍ଚଳରେ ବ୍ଯବହୃତ ମନୁଷ୍ୟ ପିଠିରେ ବୁହା ଯିବା ଚଉକି ପରି ଏକ ପ୍ରକାର ଯାନ — A dandy; a kind of conveyance or chair used in the hills and carried on the backs of men
  • ଦେ. ବି. (ସଂ. ଦଣ୍ଡରୁ) — ପହରାବାଲାଙ୍କର କୌଣସି ସ୍ଥାନରେ ଗମନାଗମନ — The round of a watchman
  • ପ୍ରାଦେ. (ସମ୍ବଲପୁର) ବି. — ଲଙ୍ଗଳର ଈଶ — The shaft or pole of a plough
  • ଦେ. ବିଣ — ଲମ୍ବ ଓ ସିଧା — Long and straight
  • ଦେ. ବିଣ — ଧାଡ଼ିମୂଳିଆ; ଶ୍ରେଣୀବଦ୍ଧ — Arranged in rows