ଦାଉଘାତୀ Dāughātī

  • ଦେ. ବିଣ. (ଦେ. ଦାଉ+ସଂ. ଘାତୀ) — ଅନିଷ୍ଟକାରୀ — Harmful; mischievous
  • ଦେ. ବିଣ. (ଦେ. ଦାଉ+ସଂ. ଘାତୀ) — ବିଷଦଗ୍ଧ ବାହ୍ୟେ ବଡ଼ ନିରୀହ ମୂରତି ମାତ୍ର ବଡ଼ ଦାଉଘାତୀ ଦୁର୍ମତି ଅନ୍ତରେ। ରାଧାନାଥ. ମହାଯାତ୍ରା।
  • ଦେ. ବିଣ. (ଦେ. ଦାଉ+ସଂ. ଘାତୀ) — ଯେ ପ୍ରତିଶୋଧ ନେବାକୁ ଚେଷ୍ଟା କରେ — Revengeful