ଦଶାଦଶ Daṡādaṡa

  • ଦେ. ବି. (ସଂ. ଦଶମ+ଦଶା) — ଦଶମଦଶା; ମୃତ୍ୟୁ — Death
  • ଦେ. ବି. (ସଂ. ଦଶମ+ଦଶା) — ବିଦିତ ଏଥି ଦଶରଥ ଘେନି କୀଶକ୍ରବ୍ୟଦେ ରରେ ଦଶାଦଶ ସେ। ଉପେନ୍ଦ୍ରଭଞ୍ଜ, ବୈଦେହୀଶବିଳାସ।