ଦଶନାଡ଼ୀ Daṡa nāṟḍ̠ī

  • ଦେ. ବି — ଶରୀରରେ ଥିବା ଦଶସଂଖ୍ୟକ ନାଡ଼ୀ — The ten blood-vessels said to run in the human body
  • ଦେ. ବି — ବାସ୍ତରୀ ସସ୍ର ନାଡୀରୁ ଦଶ ନାଡ଼ୀ ଶ୍ରେଷ୍ଠ। ଦଶ ନାଡ଼ୀ ମଧ୍ୟେ ତିନି ଅଟଇ ଗରିଷ୍ଠ॥ ଇଅଁଳା ପିଅଁଳା ସିଷୁମୁନା ଏହି ତିନି। ଏବେ ଯେ କହିବ। ଦଶ ନାଡ଼ୀ ଭେଦ ଘେନି॥ ଚତୁର୍ଥରେ ଗାନ୍ଧାରୀ—ପଞ୍ଚମେ ହସ୍ତିଜିହ୍ୱା। ଷଷ୍ଠେ ପୂଷା ଯଶସ୍ୱିନୀ ସପ୍ତମେ କହିବା॥ ଆଠ ହୋଇ ଅଳମ୍ବୂଷା କୁହୁ ଯେ ନବମ। ଶଙ୍ଖିନୀର ଅନୁରୂପେ ହୋଇଛି ଦଶମ॥ ପ୍ରାଚୀ. ଶିବସ୍ୱରୋଦୟ।