ଦଲକେଇବା Dalakeibā

  • ଦେ. କ୍ରି — କାଦୁଅ ବା ମାଟି ଦଲକା ହୋଇ ଛାଡ଼ିଯିବା; ଦଲକା ଉଠିବା — To burst into lumps or clods
  • ଦେ. କ୍ରି — (ଯଥା—ମାଟି ଛଟା ହୋଇଥିବା କନ୍ଥ ଶୁଖିଗଲେ ଦଳକାଏ)