ଦଲମ Dalama
- ବୈଦେ. ବି. (ଫା. ଦଲମ୍=ବୋଝ) — ଘର ତିଆରିର ଉପକରଣ ସାମଗ୍ରୀଚୟ — Materials collected for a building or house; building materials
- ବୈଦେ. ବି. (ଫା. ଦଲମ୍=ବୋଝ) — ବୋଝ — Load
- ପ୍ରାଦେ. (ସମ୍ବଲପୁର) ବି — ବଡ଼ କଡ଼ି କାଠ — Big timbers fit to be used as rafters and beams