ଦନ୍ତ୍ୟ Dantya

  • ସଂ. ବିଣ. (ଦନ୍ତ+ଯ) — ଦନ୍ତସମ୍ବନ୍ଧୀୟ — Dental;
  • ସଂ. ବିଣ. (ଦନ୍ତ+ଯ) — ଦନ୍ତ ଯୋଗେ ଉଚ୍ଚାରିତ (ବର୍ଣ୍ଣ) — Dental; pronounced with the help of the teeth (letters)
  • ସଂ. ବିଣ. (ଦନ୍ତ+ଯ) — ଦନ୍ତର ଉପକାରଜନକ — Benificial to the teeth