ଥରାଇବା Tharāibā

  • ଦେ. କ୍ରି — ଥରିବା କ୍ରିୟାର ଣିଜନ୍ତ ରୂପ — The causative form of 'Tharibā'
  • ଦେ. କ୍ରି — କମ୍ପାଇବା; କମ୍ପିତ କରାଇବା — To shake; to cause to tremble
  • ଦେ. କ୍ରି — ପଳାଇଲେ ଭୟେ ଥରାଇ ତାଙ୍କ ଗାତ୍ର। କୃଷ୍ଣସିଂହ, ମହାଭାରତ ବନ।