ଥରେ Thare

  • ଦେ. କ୍ରି. ବିଣ — ଏକ ସମୟରେ — Once upon a time
  • ଦେ. କ୍ରି. ବିଣ — ଏକବାର — Once
  • ଦେ. କ୍ରି. ବିଣ — କହିବ ଥରେ ପ୍ରାଣ ନାଥରେ ମରେ ନବନବୀନା। ଗୋଲକ ଇନ୍ଦୁରେଖା।
  • ଦେ. କ୍ରି. ବିଣ — ଏକ ଥର ମାତ୍ର — Once only
  • ଦେ. କ୍ରି. ବିଣ — ନିରେଖି ଉଚ୍ଚାରୁ ଥରେ ଆହା। କବିସୂର୍ଯ୍ୟ, କିଶୋରୀଚମ୍ପୂ ଞ ଗୀତ।
  • ଦେ. କ୍ରି. ବିଣ — ଏକ ଥର ସୁଦ୍ଧା — Even once