ଥନ ଯଉବନ Thana j̄aubana

  • ଦେ. ବି. (ସହଚର ଶବ୍ଦ; ସଂ. ସ୍ତନ ଓ ଯୌବନ) — ଯୁବତୀର ଉଚ୍ଚ କୁଚର ଶୋଭା — The beauty of a youthful girl due to having swollen breasts
  • ଦେ. ବି. (ସହଚର ଶବ୍ଦ; ସଂ. ସ୍ତନ ଓ ଯୌବନ) — ଆଗେରେ କାଳିଆ ! ନାହିଁ କରୁଥିଲୁ ସିଘାଂଣି ନାକକୁ ଦେଖି, ଏବେରେ କାଳିଆ ! ଝୁରି ମରୁଅଛୁ ଥନ ଯଉବନ ଦେଖି। ଢଗ।