ତଡ଼୍ ତଡ଼୍ Taṟḍ̠-taṟḍ̠

  • ଦେ. ବିଣ. ଓ କ୍ରି. ବିଣ—(ସଂ. ସତ୍ୱର; ଝଟିତି) — ତରତର; ଅତି ସତ୍ୱର; ଅତି ଉଦ୍ବେଗାନ୍ୱିତ ହୋଇ — All in a hurry; in a bustle; in haste
  • ଦେ. ବିଣ. ଓ କ୍ରି. ବିଣ—(ସଂ. ସତ୍ୱର; ଝଟିତି) — କାର୍ଯ୍ୟରେ ଅତ୍ୟନ୍ତ ବ୍ୟସ୍ତ — Vary busy