ତ୍ରୟୋଦଶ Trayadaṡa
- ସଂ. ବି. (ମ. ପ ଲୋ; କର୍ମଧାରୟ ସମାସ; ତ୍ରି ଅଧିକ ଦଶନ୍) — ଦଶ ଅପେକ୍ଷା ତିନି ଅଧିକ ସଂଖ୍ୟା; 13 ସଂଖ୍ୟକ — ଦଶ ଅପେକ୍ଷା ତିନି ଅଧିକ ସଂଖ୍ୟା;3ସଂଖ୍ୟକ—. Thirteen
- ସଂ. ବି. (ମ. ପ ଲୋ; କର୍ମଧାରୟ ସମାସ; ତ୍ରି ଅଧିକ ଦଶନ୍) — ତେର ସଂଖ୍ୟକ — 1. Numbering thirteen
- ସଂ. ବିଣ — 13 ସଂଖ୍ୟାର ପୂରଣ; ତେର ସ୍ଥାନୀୟ — 13ସଂଖ୍ୟାର ପୂରଣ; ତେର ସ୍ଥାନୀୟ— Thirteenth