ତୋଠଉଁ Toṭhauñ

  • ଦେ. ସର୍ବନାମ (ଅନାଦରାର୍ଥକ) — ତୋ ଠାରୁ; ତୋ ନିକଟରୁ — From thee
  • ଦେ. ସର୍ବନାମ (ଅନାଦରାର୍ଥକ) — ତୋ ଅପେକ୍ଷା — Than thee
  • ଦେ. ସର୍ବନାମ (ଅନାଦରାର୍ଥକ) — ତୋତେ ବଳି — Excelling thee