ତୃପ୍ତି Tṛupti

  • ସଂ. ବି (ତୃପ୍ ଧାତୁ+ଭାବ. ତି) — ସନ୍ତୋଷ; ପରିତୋଷ; ଇଚ୍ଛା ପୂର୍ଣ୍ଣ ହେବାରୁ ମନରେ ଜନ୍ମିବା ଆନନ୍ଦ — Satisfaction; gratification; satiety; fulfilment of one's desire; contentment
  • ସଂ. ବି (ତୃପ୍ ଧାତୁ+ଭାବ. ତି) — କ୍ଷୁଧାର ନିବୃତ୍ତି — Gratification of hunger; satiety
  • ସଂ. ବି (ତୃପ୍ ଧାତୁ+ଭାବ. ତି) — ଆହ୍ଲାଦ — Gladness
  • ସଂ. ବି (ତୃପ୍ ଧାତୁ+ଭାବ. ତି) — ତୃଷ୍ଣା ନିବୃତ୍ତି — Satiation of thirst
  • ସଂ. ବି (ତୃପ୍ ଧାତୁ+ଭାବ. ତି) — ପ୍ରସନ୍ନତା — Pleasure; cheerfulness