ତୃପ୍ତ Tṛupata

  • ସଂ. ବିଣ. ପୁଂ (ତୃପ୍ ଧାତୁ+କର୍ତ୍ତୃ. ତ) — ସନ୍ତୁଷ୍ଟ; ପରିତୁଷ୍ଟ — Satisfied; satiated; gratified; contented
  • ସଂ. ବିଣ. ପୁଂ (ତୃପ୍ ଧାତୁ+କର୍ତ୍ତୃ. ତ) — ପ୍ରସନ୍ନ — Pleased; cheerful