ତୃଣବତ୍ Tṛuṇa bat

  • ସଂ. ଅ. (ତୃଣ+ସଦୃଶାର୍ଥେ ବତ୍) — ଘାସ ପରି; ତୃଣ ସଦୃଶ — Like grass
  • ବିଣ — ଅକିଞ୍ଚିତ୍କର; ନଗଣ୍ୟ; ଘାସ ପରି ହେୟ — Beneath notice (as one looks down upon the grass.)
  • ବିଣ — ତୁଚ୍ଛ — Contemptible; worthless
  • ବିଣ — (ତୃଣ+ଅଛି ଅର୍ଥରେ ବତ୍)—ତୃଣପୂର୍ଣ୍ଣ — Grassy; full of grass