ତୃଣମୟ Tṛuṇamaya

  • ସଂ. ବିଣ. (ତୃଣ+ପ୍ରାଚୁର୍ଯ୍ୟାର୍ଥେ ମୟ) — ତୃଣରଚିତ; ତୃଣଦ୍ୱାରା ନିର୍ମିତ — Made of grass
  • ସଂ. ବିଣ. (ତୃଣ+ପ୍ରାଚୁର୍ଯ୍ୟାର୍ଥେ ମୟ) — ଘାସପୂର୍ଣ୍ଣ; ତୃଣପୂର୍ଣ୍ଣ — Full of grass
  • ସଂ. ବିଣ. (ତୃଣ+ପ୍ରାଚୁର୍ଯ୍ୟାର୍ଥେ ମୟ) — ତୃଣ ବହୁଳ — Overgrown with grass