ତୁରୁପ୍

  • ବୈଦେ. ବି (ଇଂ. ଟ୍ରମ୍ପ; ପର୍ତ୍ତୁଗୀଜ୍, ତୁରୁଫୋ) — ଏକପ୍ରକାର ତାସ ଖେଳ; ରଙ୍ଗଖେଳ — A kind of card play
  • ବୈଦେ. ବି (ଇଂ. ଟ୍ରମ୍ପ; ପର୍ତ୍ତୁଗୀଜ୍, ତୁରୁଫୋ) — [ଦ୍ର—ଏଥିରେ ଯେଉଁ ରଙ୍ଗରେ ତାସ୍ କଟା ହୋଇଥାଏ ସେହି ରଙ୍ଗର ଅଳ୍ପ ମୂଲ୍ୟର ତାସ ପକାଇ ଅନ୍ଯ ରଙ୍ଗର ଉଚ୍ଚ ମୂଲ୍ୟର ତାସମାନଙ୍କୁ ଜିତି ଏକଠିପି ନେବାକୁ ହୁଏ। ଏହି ରଙ୍ଗର ତାସକୁ ତୁରୁପ୍ ବୋଲାଯାଏ।]
  • ବୈଦେ. ବି (ଇଂ. ଟ୍ରମ୍ପ; ପର୍ତ୍ତୁଗୀଜ୍, ତୁରୁଫୋ) — କଟା ହୋଇଥିବା ରଙ୍ଗର ତାସ — Trump card