ତୁରୁକି Turuki

  • ଦେ. ବି — ତୁରଷ୍କଦେଶୀୟ ଟାଙ୍ଗଣ ଘୋଡ଼ା — Turkish pony
  • ଦେ. ବି — କେହୁ ତୁରୁକି ପିଠିରେ ବସି ଢାଲ ବରଛି ଧରିଛି କଷି କର୍ଣ୍ଣରେ ନିଶ ଦେଇଛି ଖୋସି ଲମ୍ବିଛି ଦାଢ଼ି ଯେ— ବ୍ରଜନାଥ, ସମରତରଙ୍ଗ।
  • ଦେ. ବିଣ — ତୁର୍କୀ (ଦେଖ) — Turkī (See)