ତୁରଞ୍ଜ Turan̄ja

  • ବୈଦେ. ବି. (ଫା. ତରଂଜ୍; ଆ. ତୁର୍ଜ) — ଟଭା ଜାତୀୟ ଏକପ୍ରକାର ଫଳ — Lemon; Citrus; Medica, var. Typica; citron; Lunonum (Kirtikar)
  • ବୈଦେ. ବି. (ଫା. ତରଂଜ୍; ଆ. ତୁର୍ଜ) — କୁର୍ତ୍ତାର ପିଠାପାଖରେ, ଶାଲର କଣରେ ଆମ୍ବ ବା ପାନପତ୍ର ଆକାରର ତିଆରି ଛୁଞ୍ଚିକାମ — A needle- work resembling a mango or betel leaf worked on the back of a coat or the corners of a shawl