ତୁନ୍ଦି Tundi

  • ସଂ. ବି. (ତୁଦ୍. ଧାତୁ+ କର୍ତ୍ତୃ. ଇ; ମ ଆଗମ) — ଉଦର; ପେଟ — Belly
  • ସଂ. ବି. (ତୁଦ୍. ଧାତୁ+ କର୍ତ୍ତୃ. ଇ; ମ ଆଗମ) — ନାଭି — Navel
  • ସଂ. ବି. (ତୁଦ୍. ଧାତୁ+ କର୍ତ୍ତୃ. ଇ; ମ ଆଗମ) — ଗନ୍ଧର୍ବବିଶେଷ — Name of a Gandharba