ତୁନ୍ Tun
- ଦେ. ବି (ସଂ. ତୁନ୍ନ; ତୂଣୀ) — ବନ୍ୟବୃକ୍ଷବିଶେଷ — A wild trees; the Toon tree; Cedrela Toona
- ଦେ. ବି (ସଂ. ତୁନ୍ନ; ତୂଣୀ) — [ଦ୍ର—ଏହା ଉତ୍ତର ଭାରତରେ ଜନ୍ମେ। ଏହାର ଉଚ୍ଚତା 60 ହାତ ଓ ବେଢ଼ 12 ହାତ ପର୍ଯ୍ୟନ୍ତ ହୁଏ; ପତ୍ର ନିମ୍ବ ପତ୍ର ପରି। ଶୀତକାଳରେ ଏ ପତ୍ର ଝଡ଼ିପଡ଼େ। ବସନ୍ତ କାଳରେ ଗଛରେ ଫୁଲ ଫୁଟେ। ଏ ଫୁଲ ନିମ୍ବ ଫୁଲ ପରି ଧଳା ଓ ଭିତର ହଳଦିଆ। ଫୁଲରୁ ଏକପ୍ରକାର ବସନ୍ତ ରଙ୍ଗ ତିଆରି ହୁଏ। ଏ ଗଛର କାଠ ନାଲି ଓ ମଜଭୁତ୍। ଏ କାଠରେ ଉଇ ବା ପୋକ ଲାଗନ୍ତି ନାହିଁ। ଏଥିରେ ମେଜ ଆଦି ଓ ଚାହା ବାକ୍ସ ତିଆରି ହୁଏ; ବୈଦ୍ୟଶାସ୍ତ୍ର ମତରେ ଏହା କଟୁବିପାକ, କଷାୟମଧୁରତିକ୍ତରସ, ଲଘୁ, ଧାରକ, ଶୀତବୀର୍ଯ୍ୟ ଓ ଶୁକ୍ରବର୍ଦ୍ଧକ; ଏହା ବ୍ରଣ, କୁଷ୍ଠ ଓ ରକ୍ତପିତ୍ତନାଶକ । ଏହା ମାହାଳଗଛ ପରି] — [ଦ୍ର—ଏହା ଉତ୍ତର ଭାରତରେ ଜନ୍ମେ ଏହାର ଉଚ୍ଚତା60ହାତ ଓ ବେଢ଼12ହାତ ପର୍ଯ୍ୟନ୍ତ ହୁଏ; ପତ୍ର ନିମ୍ବ ପତ୍ର ପରି ଶୀତକାଳରେ ଏ ପତ୍ର ଝଡ଼ିପଡ଼େ ବସନ୍ତ କାଳରେ ଗଛରେ ଫୁଲ ଫୁଟେ ଏ ଫୁଲ ନିମ୍ବ ଫୁଲ ପରି ଧଳା ଓ ଭିତର ହଳଦିଆ ଫୁଲରୁ ଏକପ୍ରକାର ବସନ୍ତ ରଙ୍ଗ ତିଆରି ହୁଏ ଏ ଗଛର କାଠ ନାଲି ଓ ମଜଭୁତ୍ ଏ କାଠରେ ଉଇ ବା ପୋକ ଲାଗନ୍ତି ନାହିଁ ଏଥିରେ ମେଜ ଆଦି ଓ ଚାହା ବାକ୍ସ ତିଆରି ହୁଏ; ବୈଦ୍ୟଶାସ୍ତ୍ର ମତରେ ଏହା କଟୁବିପାକ, କଷାୟମଧୁରତିକ୍ତରସ, ଲଘୁ, ଧାରକ, ଶୀତବୀର୍ଯ୍ୟ ଓ ଶୁକ୍ରବର୍ଦ୍ଧକ; ଏହା ବ୍ରଣ, କୁଷ୍ଠ ଓ ରକ୍ତପିତ୍ତନାଶକ ଏହା ମାହାଳଗଛ ପରି]
- ପ୍ରାଦେ (ସମ୍ବଲପୁର) ବି — ତିଅଣ — Curry