ତୁତ୍ସା Tutsā

  • ଦେ. ବିଣ (ସଂ. ତୁଚ୍ଛ) — ତୁଚ୍ଛ (ଦେଖ) — Tuchchha (See)
  • ଦେ. ବିଣ (ସଂ. ତୁଚ୍ଛ) — ଦେଖି ତବ ମୁଖ ତୁତ୍ସା ନାରୀକି ରମା ଲୋଭ ଛାଡ଼ିଦେବେ ହରିଙ୍କି—ଅଭିମନ୍ୟୁ ବିଦଗ୍ଧଚିନ୍ତାମଣି।