ତୁଚ୍ଛକ Tuchchka
- ଦେ (ପ୍ରାଚୀନ ପଦ୍ଯ) ବିଣ — କାହାରିକୁ ନିନ୍ଦା କରୁଥିବା ବା ବଳି ପଡ଼ିଥିବା — Excelling
- ଦେ (ପ୍ରାଚୀନ ପଦ୍ଯ) ବିଣ — ବରହିଣ ପୁଚ୍ଛତୁଚ୍ଛକ କୁନ୍ତଳା—ଭଞ୍ଜ. ବୈଦେହୀଶବିଳାସ
- ସଂ. ବି. — କଳା ଓ ଶାଗୁଆ ରଙ୍ଗର ମରକତ (ଏହା ଅତି ଉକ୍ତୃଷ୍ଟ ବୋଲି ବିବେଚିତ) — Black and green emerald