ତୁଖଡ଼୍ Tukhaṟḍ̠

  • ବୈଦେ. ବି. (ଫା. ତିଖଡ଼୍) — ବିବାଦ — Dispute
  • ବୈଦେ. ବି. (ଫା. ତିଖଡ଼୍) — ବିବାଦ ବିସମ୍ବାଦ; କଳିକଳିଆ — Quarrel
  • ବିଣ — ବଳିଷ୍ଠ — Strong; mighty
  • ବିଣ — ନିପୁଣ — Skilful
  • ବିଣ — କର୍ମଠ — Active
  • ବିଣ — ଚଲାଖ; ଚତୁର — Clever