ତୁଙ୍ଗ Tuṅga

  • ସଂ. ବିଣ (ତୁଜନ୍ ଧାତୁ=ବଳିଷ୍ଠ ହେବା+କର୍ତ୍ତୃ. ଅ) — ଉଚ୍ଚ; ଉନ୍ନତ — High; elevated; lofty; prominet
  • ସଂ. ବିଣ (ତୁଜନ୍ ଧାତୁ=ବଳିଷ୍ଠ ହେବା+କର୍ତ୍ତୃ. ଅ) — ଡେଙ୍ଗା — Tall
  • ସଂ. ବିଣ (ତୁଜନ୍ ଧାତୁ=ବଳିଷ୍ଠ ହେବା+କର୍ତ୍ତୃ. ଅ) — ପ୍ରଧାନ; ଶ୍ରେଷ୍ଠ — Chief; superior
  • ସଂ. ବିଣ (ତୁଜନ୍ ଧାତୁ=ବଳିଷ୍ଠ ହେବା+କର୍ତ୍ତୃ. ଅ) — ଉଗ୍ର; ପ୍ରଚଣ୍ଡ — Fierce; violent
  • ସଂ. ବିଣ (ତୁଜନ୍ ଧାତୁ=ବଳିଷ୍ଠ ହେବା+କର୍ତ୍ତୃ. ଅ) — ମହାକାୟ — Stupendous
  • ସଂ. ବିଣ (ତୁଜନ୍ ଧାତୁ=ବଳିଷ୍ଠ ହେବା+କର୍ତ୍ତୃ. ଅ) — ଉକ୍ତୃଷ୍ଟ — Excellent
  • ସଂ.ବି — ପୁଷ୍ପର କିଞ୍ଜନ୍ନ ବା କେଶର — Filaments of a flower
  • ସଂ.ବି — ପୁନ୍ନାଗ; ନାଗକେଶର (ଦେଖ) — Mesua ferra (tree and flower)
  • ସଂ.ବି — ପର୍ବତ — Mountain
  • ସଂ.ବି — ମେଷାଦି ରାଶି — Name of the solar mansions or signs (Hindu astronomy)
  • ସଂ.ବି — ବୁଧଗ୍ରହ — The planet Mercury
  • ସଂ.ବି — ଅତ୍ରିମୁନିଙ୍କ ପୁତ୍ର — Name of the son of sage Atri