ତାଡ଼ଙ୍କ Tāṟḍ̠aṅka
- ସଂ. ବି. (ତଟ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃବାଚ୍ୟେ, ଅଙ୍କ; ଯାହା ଶରୀରରେ ଦୀପ୍ତି ପାଏ) — ତାଟଙ୍କ; କର୍ଣ୍ଣ
- ସଂ. ବି. (ତଟ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃବାଚ୍ୟେ, ଅଙ୍କ; ଯାହା ଶରୀରରେ ଦୀପ୍ତି ପାଏ) — ଭୂଷଣ; କାନତଡ଼କା — 1. A kind of flat-shaped earring
- ସଂ. ବି. (ତଟ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃବାଚ୍ୟେ, ଅଙ୍କ; ଯାହା ଶରୀରରେ ଦୀପ୍ତି ପାଏ) — ତାଡ଼; ବାହୁବଳୟ — Armlet