ତାଳ ସଜ Tāḻa saja
- ଦେ. ବି. (ସଂ. ତାଳ ଓ ଶସ୍ୟ) — ଛୋଟ କଞ୍ଚା ତାଳ ଫଳ ମଧ୍ୟରୁ ବାହାରିବା ସୁଖାଦ୍ୟ କୋମଳ ପଦାର୍ଥ; ବାଳତାଳ; ତାଳାସ୍ଥିମଜ୍ଜା — The tender and sweet kernel of young palm-fruits
- ଦେ. ବି. (ସଂ. ତାଳ ଓ ଶସ୍ୟ) — ଫୁଟି ତାଳସଜ ପଣା ପଇଡ଼ କଦଳୀ—ପ୍ରାଚୀ ରହସ୍ୟମଞ୍ଜରୀ।
- ଦେ. ବି. (ସଂ. ତାଳ ଓ ଶସ୍ୟ) — [ଦ୍ର—ବୈଦ୍ୟଶାସ୍ତ୍ର ମତରେ ଏହା କିଞ୍ଚିତ୍ ମତ୍ତତାଜନକ, ଲଘୁ, କଫବର୍ଦ୍ଧକ, ଦୁଷ୍ପାଚ୍ୟ, ବହୁମୂତ୍ରଜନକ, ତନ୍ଦ୍ରକାରକ, ଅଭିଷ୍ୟନ୍ଦୀ ଓ ଶୁକ୍ରବର୍ଦ୍ଧକ।]