ତାରତମେ Tāratame

  • ଦେ. (ପଦ୍ଯ) କ୍ରି. ବିଣ — ନ୍ୟୂନାଧିକ ହୋଇ; ଭିନ୍ନ ଭିନ୍ନ ରୂପେ; ପୃଥକ ରୂପେ — Differently
  • ଦେ. (ପଦ୍ଯ) କ୍ରି. ବିଣ — ଯେଣୁ ଏ ପୁରୁଷଙ୍କ ଦେହେ ସେ ହରି ତାରତମେ ରହେ। ଜଗନ୍ନାଥ. ଭାଗବତ।