ତାରତମ Tāratama

  • ଦେ. ବି. (ସଂ. ତାରତମ୍ୟ) — ପ୍ରଭେଦ — Difference; distinction
  • ଦେ. ବି. (ସଂ. ତାରତମ୍ୟ) — ବନଦ ତମାଳ ତମ । ବାଳେ ନୋହେ ତାର ତମ । ଉପେନ୍ଦ୍ର ଭଞ୍ଜ. ବୈଦେହୀଶବିଳାସ।