ତାମ୍ବୁଳ Tā mbūḻa

  • ସଂ. ବି (ତମ୍ ଧାତୁ=ମ୍ଳାନ ହେବା+ସଂଜ୍ଞାର୍ଥେ, ବୁଳ) — ପାନ — Betel leaf; Piper Betel
  • ସଂ. ବି (ତମ୍ ଧାତୁ=ମ୍ଳାନ ହେବା+ସଂଜ୍ଞାର୍ଥେ, ବୁଳ) — ପାନଖିଲ; ବିଡ଼ିଆ — A quid or packet of betel leaf enclosing pieces of nut, spices etc. (Chewed after meals)
  • ସଂ. ବି (ତମ୍ ଧାତୁ=ମ୍ଳାନ ହେବା+ସଂଜ୍ଞାର୍ଥେ, ବୁଳ) — ସୁପାରୀ; ଗୁଆ (ହି. ଶବ୍ଦସାଗର) — Betel nut