ତାପିନୀ Tāpinī

  • ସଂ. ବିଣ. ସ୍ତ୍ରୀ (ତାପ+ଇନ୍+ସ୍ତ୍ରୀ. ଈ) — ତାପଯୁକ୍ତା — Heated
  • ସଂ. ବିଣ. ସ୍ତ୍ରୀ (ତାପ+ଇନ୍+ସ୍ତ୍ରୀ. ଈ) — ସନ୍ତପ୍ତା — Afflicted
  • ସଂ. ବିଣ. ସ୍ତ୍ରୀ (ତାପ+ଇନ୍+ସ୍ତ୍ରୀ. ଈ) — ଦୁଃଖିନୀ — Sorrowful; miserable (woman)
  • ସଂ. ବିଣ. ସ୍ତ୍ରୀ (ତାପ+ଇନ୍+ସ୍ତ୍ରୀ. ଈ) — ତାପ ଜନୟିଢ଼ୀ — Producing warmth; generating heat
  • ସଂ. ବି. — ଶାସ୍ତ୍ରର ନାମ ବିଶେଷ — Title of some devotional writings
  • ଦେ. ବି. — (ସଂ. ଗୋପାଳତାପିନୀ; ଶ୍ରୀମତୀତାପିନୀ ଶବ୍ଦର ସଂକ୍ଷେପ)—ବୈଷ୍ଣବ ଧର୍ମଗ୍ରନ୍ଥବିଶେଷ — Abbreviation of the title of some devotional works
  • ଦେ. ବି. — ବେଦାନ୍ତ — Bedānta philosophy
  • ଦେ. ବି. — ତାପିନୀ ପ୍ରବିଦମାନେ ଜାଣିବେ ଯେ ଅନୁମାନେ। ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି।