ତାପି Tāpi

  • ଦେ. ବି. — ଲମ୍ବା ସରୁଆ କରଣୀ — A long slender trowel
  • ପ୍ରାଦେ. (ପୁରୀ, ବାଣପୁର) ବି — ରାଜମିସ୍ତ୍ରୀ — Mason