ତା ଠଉଁ Tāṭhauñ

  • ଗ୍ରା. ସର୍ବନାମ—( 5 ମୀ ବିଭକ୍ତି; ଅନାଦରାର୍ଥ; 1 ବ.) — ତାହାଠାରୁ; ତାହା ନିକଟରୁ — 1. From him; her or it; from that
  • ଗ୍ରା. ସର୍ବନାମ—( 5 ମୀ ବିଭକ୍ତି; ଅନାଦରାର୍ଥ; 1 ବ.) — ତାହା ଅପେକ୍ଷା — Than him; than. that
  • ଗ୍ରା. ସର୍ବନାମ—( 5 ମୀ ବିଭକ୍ତି; ଅନାଦରାର୍ଥ; 1 ବ.) — [ଦ୍ର—ବିଭକ୍ତି ଭେଦରେ 'ତା' ଶବ୍ଦ ବିଭକ୍ତି ଚିହ୍ନଯୁକ୍ତ ହୋଇ ଦ୍ୱିତୀୟା, ତୃତୀୟା ଇତ୍ୟାଦିରେ ଏହାର ନିମ୍ନଲିଖିତ ରୂପମାନ ହୁଏ ଯଥା— 2 ୟା=ତାକୁ; ତାଠାକୁ; ତାଠିକି; ତାଠିକୁ। 3 ୟା=ତାଦ୍ୱାରା; ତା ଦେହି; ତା ଦେଇ; ତା ହେତୁ; ତା ଦେହିକି; 6 ଷଷ୍ଠୀ=ତାର 7 ମୀ=ତାଠି; ତାଠିଁ; ତାଠୈ; ତାଠେଇଁ; ତାଠାଇଁ। 'ତା'ର ଅନ୍ଯରୂପ 'ତାଆ' ଓ 'ତାହା' ସଙ୍ଗେ ଉପରୋକ୍ତ 2 ୟା 3 ୟା, 4 ର୍ଥୀ, 5 ମୀ, 6 ଷଷ୍ଠୀ, ଓ 7 ମୀ ବିଭକ୍ତିର ଚିହ୍ନମାନ ମଧ୍ୟ ଲଗାଯାଏ।] — [ଦ୍ର—ବିଭକ୍ତି ଭେଦରେ 'ତା' ଶବ୍ଦ ବିଭକ୍ତି ଚିହ୍ନଯୁକ୍ତ ହୋଇ ଦ୍ୱିତୀୟା, ତୃତୀୟା ଇତ୍ୟାଦିରେ ଏହାର ନିମ୍ନଲିଖିତ ରୂପମାନ ହୁଏ ଯଥା—2ୟା=ତାକୁ; ତାଠାକୁ; ତାଠିକି; ତାଠିକୁ3ୟା=ତାଦ୍ୱାରା; ତା ଦେହି; ତା ଦେଇ; ତା ହେତୁ; ତା ଦେହିକି;6ଷଷ୍ଠୀ=ତାର7ମୀ=ତାଠି; ତାଠିଁ; ତାଠୈ; ତାଠେଇଁ; ତାଠାଇଁ 'ତା'ର ଅନ୍ଯରୂପ 'ତାଆ' ଓ 'ତାହା' ସଙ୍ଗେ ଉପରୋକ୍ତ2ୟା3ୟା,4ର୍ଥୀ,5ମୀ,6ଷଷ୍ଠୀ, ଓ7ମୀ ବିଭକ୍ତିର ଚିହ୍ନମାନ ମଧ୍ୟ ଲଗାଯାଏ]