ତା ତା Tā tā

  • ଦେ. ଅ — ସଙ୍ଗୀତ, ବାଦ୍ୟ ଓ ନୃତ୍ୟ ଆଦିର ଉକୁଟ; ଶିଶୁମାନେ ନାଚିବା ସମୟରେ ବୟଃସ୍ଥମାନେ ବୋଲିବା ଡୁହା; ଅବୁଝା ଶିଶୁମାନଙ୍କୁ ଶୁଆଇ ପକାଇବା ପାଇଁ ମାଆମାନେ ଶିଶୁଙ୍କ ପିଠିରେ ଚାପୁଡ଼େଇବା ସମୟେ
  • ଦେ. ଅ — (ଟାଟା—ଅନ୍ଯରୂପ) ବୋଲିବା ଡୁହା; ଶିଶୁମାନଙ୍କୁ ତାଳି ମାରି ଶିଖାଇବାର ଡୁହା; ତାଇ ତାଇ — An utterance used in accompaniment of music, dance and singing and in lulling children to sleep
  • ଦେ. ବି. (ନାମ) — ପାର୍ସୀମାନଙ୍କ ବଂଶୋପାଧି — Tata; A family-title amongst the Parsees
  • ଦେ. ବି. (ନାମ) — [ଦ୍ର—ସର୍ ଜାମସେଦ୍ ଜୀ ତାତା (ଟାଟା) ନାମକ ଜଣେ ସ୍ୱର୍ଗୀୟ ପାର୍ସୀ ସେଠ ସିଂହଭୂମ ଜିଲ୍ଲାର କାଳିମାଟି ନାମକ ସ୍ଥାନରେ ପୃଥିବୀ— ବିଖ୍ୟାତ ଲୁହା କାରଖାନା ପ୍ରତିଷ୍ଠିତ କରିଅଛନ୍ତି ଓ ଉକ୍ତ କାରଖାନାର ସ୍ୱତ୍ୱାଧିକାରୀ ଓ ପରିଚାଳକ ସଂଘର ନାମ ତାତା (ଟାଟା) କୋମ୍ପନି ଓ ସେ ସ୍ଥାନର ନାମ ଜାମସେଦପୁର ବା ତାତା(ଟାଟା) ନଗର ହୋଇଅଛି।]