ତର୍କିତ Tarkita
- ସଂ. ବିଣ. (ତର୍କ ଧାତୁ+କର୍ମ. ତ) — ଆଲୋଚିତ — Discussed; debated
- ସଂ. ବିଣ. (ତର୍କ ଧାତୁ+କର୍ମ. ତ) — ବିଚାରିତ; ବିବେଚିତ — Considered
- ସଂ. ବିଣ. (ତର୍କ ଧାତୁ+କର୍ମ. ତ) — ଅନୁମିତ — Inferred
- ସଂ. ବିଣ. (ତର୍କ ଧାତୁ+କର୍ମ. ତ) — ଉତ୍ପ୍ରେକ୍ଷିତ — Guessed
- ସଂ. ବିଣ. (ତର୍କ ଧାତୁ+କର୍ମ. ତ) — ସମ୍ଭାବିତ — Apprehended; possible
- ସଂ. ବିଣ. (ତର୍କ ଧାତୁ+କର୍ମ. ତ) — ପ୍ରସ୍ତାବିତ — Proposed
- ସଂ. ବିଣ. (ତର୍କ ଧାତୁ+କର୍ମ. ତ) — ଅନୁସନ୍ଧାନ କରାଯାଇ ଥିବା — Investigated
- ସଂ. ବିଣ. (ତର୍କ ଧାତୁ+କର୍ମ. ତ) — ଯହିଁ ସମ୍ବନ୍ଧେ ସନ୍ଦେହ କରା ଯାଉଥାଏ — Doubted
- ସଂ. ବି.—(+ଭାବ. ତ) — ଅନୁମାନ — Conjecture