ତରତିବ୍ Taratib

  • ବୈଦେ. ବି. (ଆ) — ନିୟମ; କ୍ରମ; ଧାରା — Order; succession
  • ବୈଦେ. ବି. (ଆ) — ବସ୍ତୁମାନଙ୍କର ଯଥାସ୍ଥାନାବସ୍ଥିତି — Ordered sequence of things
  • ବିଣ — କ୍ରମିକ — Successive; serial
  • ବିଣ — ଧାରାବାହିକ — Consecutive