ତଦର୍ପଣ Tadarpaṇa
- ସଂ. ବି. (ତତ୍+ଅର୍ପଣ; 6 ଷ୍ଠୀ ତତ୍ ଓ 7 ମୀ ତତ୍) — ତାହାଙ୍କୁ ପ୍ରଦାନ — An offering to him
- ସଂ. ବି. (ତତ୍+ଅର୍ପଣ; 6 ଷ୍ଠୀ ତତ୍ ଓ 7 ମୀ ତତ୍) — ତାହାଠାରେ ନ୍ୟସ୍ତକରଣ — Entrusting to him
- ସଂ. ବି. (ତତ୍+ଅର୍ପଣ; 6 ଷ୍ଠୀ ତତ୍ ଓ 7 ମୀ ତତ୍) — ପ୍ରତ୍ୟର୍ପଣ — Giving back