ଡାଙ୍ଗୁଆ Ḍāṅguā
- ପ୍ରାଦେ. (ବାଲେଶ୍ୱର) ବି — ଏକାକୀ — Alone
- ପ୍ରାଦେ. (ବାଲେଶ୍ୱର) ବି — ତୁ କି ସବୁ ଦିନେ ଡାଙ୍ଗୁଆ ମାଙ୍ଗୁଆ ହୋଇ ରହିଥିବୁ। ଫକୀରମୋହନ. ଗଳ୍ପସ୍ୱଳ୍ପ।
- ପ୍ରାଦେ. (ସିଂହଭୂମ, ବାଲେଶ୍ୱର) ବି — ଅବିବାହିତ ପୁରୁଷ — Bachelor
- ପ୍ରାଦେ. (ସିଂହଭୂମ, ବାଲେଶ୍ୱର) ବି — ଯାହାର ସ୍ତ୍ରୀ ମରିଯାଇ ଥାଏ — Widower
- ପ୍ରାଦେ. (ସୋନପୁର) ବି — ମାଳିଙ୍କ ପରି ଶୂଦ୍ର ଜାତୀୟ ଠାକୁରାଣୀଙ୍କ ସେବକବିଶେଷ — A caste of Ṡūdra Sebaks of a village-Goddess
- ପ୍ରାଦେ. (ସୋନପୁର) ବି — [ଦ୍ର—ଆଶ୍ୱିନ ପୂଜା ସମୟରେ ଦେବୀ ଏହିମାନଙ୍କ ମଧ୍ୟରୁ କୌଣସି ବ୍ଯକ୍ତିଠାରେ ଉଭା ହୁଅନ୍ତି।]