ଡମ୍ବରୁ Ḍambaru
- ଦେ. ବି. (ସଂ. ଡମରୁ) — ଡମରୁ (ଦେଖ) — Ḍamaru (See)
- ଦେ. ବି. (ସଂ. ଡମରୁ) — ଡମ୍ବରୁମଝା ସିଂହ ଠାଣି, ରତ୍ନ ମେଖଳା ସୁକିଙ୍କିଣୀ। ଭୂପତି. ପ୍ରେମପଞ୍ଚାମୃତ।
- ଦେ. ବି. (ସଂ. ଡମରୁ) — ତଳ କାନରେ ପିନ୍ଧାଯିବା ସୁନାର ଅଳଙ୍କାରବିଶେଷ — An ornament worn on the lower part of the ear