ଠୁମ୍ରୀ Ṭhum-rī
- ଦେ. ବି. — ଟପ୍ପା ଗୀତର ତାଳ — A light measure in music
- ଦେ. ବି. — [ଦ୍ର—ଏଥିରେ ଦୁଇ ପାଦ ଥାଏ। ପ୍ରଥମ ପାଦରେ 28 ଅକ୍ଷର ଓ 2 ୟ ପାଦରେ 32 ଅକ୍ଷର। ପ୍ରତି ପାଦରେ ଷୋଡ଼ଶ ଅକ୍ଷରରେ ଯତି ପଡ଼େ।] — [ଦ୍ର—ଏଥିରେ ଦୁଇ ପାଦ ଥାଏ ପ୍ରଥମ ପାଦରେ28ଅକ୍ଷର ଓ2ୟ ପାଦରେ32ଅକ୍ଷର ପ୍ରତି ପାଦରେ ଷୋଡ଼ଶ ଅକ୍ଷରରେ ଯତି ପଡ଼େ]