ଠଉରିବା Ṭhauribā

  • ଦେ. କ୍ରି. (ସଂ. ସ୍ଥିର) — ସ୍ଥିର ହେବା; ସ୍ଥିର ବା ଦୃଢ଼ ଭାବରେ ରହିବା — To remain fixed; to remain undisturbed; to become settled
  • ଦେ. କ୍ରି. (ସଂ. ସ୍ଥିର) — କି ନୀତି କି ଜାତିଶୀଳ, କି କୁଳବରତ ଫଳ ଠଉରି ପାରିଲା ମୋ ମତିରେ। କବିସୂର୍ଯ୍ୟ. କିଶୋରୀଚମ୍ପୂ କ. ଗୀତ।
  • ଦେ. କ୍ରି. (ସଂ. ସ୍ଥିର) — ସ୍ଥିରୀକୃତ ହେବା; ସିନ୍ଧାନ୍ତ ହେବା — To be adjudged; to be determined
  • ଦେ. କ୍ରି. (ସଂ. ସ୍ଥିର) — ଠାକିବା; ବଞ୍ଚିବା — To live; to subsist
  • ଦେ. କ୍ରି. (ସଂ. ସ୍ଥିର) — ଠଉରିବି ନାହିଁ ବୋଲି ଠଉରି ବିଭାଗ ପାଇଣ ମଦନ ପଳାଏ ରତେ ଛଇଳ। କବିସୂର୍ଯ୍ୟ. ଢୁମ୍ପା ଗୀତ।
  • ଦେ. କ୍ରି. (ସଂ. ସ୍ଥିର) — ଅପେକ୍ଷା କରିବା — To wait
  • ଦେ. କ୍ରି. (ସଂ. ସ୍ଥିର) — ଠଉରିବି ନାହିଁ ବୋଲି ଠଉରି ବିଭାଗ ପାଇଣ ମଦନ ପଳାଏ ରତେ ଛଇଳି। କବିସୂର୍ଯ୍ୟ. ଢୁମ୍ପା ଗୀତ।
  • ଦେ. କ୍ରି. (ସଂ. ସ୍ଥିର) — ଅନୁମତି ନେବା — To be guessed or inferred
  • ଦେ. କ୍ରି. (ସଂ. ସ୍ଥିର) — ସହ୍ୟ କରିବା; ସହିବା — To hear up; to endure
  • ଦେ. କ୍ରି. (ସଂ. ସ୍ଥିର) — ଭାରା ସମ୍ଭାଳିବା — To sustain
  • ଦେ. କ୍ରି. (ସଂ. ସ୍ଥିର) — ଠଉରାଇବା (ଦେଖ) — Ṭhaurāibā (See)